କଣ ଆପଣ ଜାଣିଛନ୍ତି ଘରର ଛାତ ଉପରେ କାହିଁକି ଲଗାଯାଏ ପତାକା- Vastu Shastra
ପୁରୁଣା କାଳରେ ବୈଦିକ ସଂସ୍କୃତି, ସନାତନ ସଂସ୍କୃତି, ହିନ୍ଦୁ ସଂସ୍କୃତି, ଆର୍ଯ୍ୟ ସଂସ୍କୃତି, ଭାରତୀୟ ସଂସ୍କୃତି ଆଦି ପରସ୍ପର ସହିତ ସମକକ୍ଷ ହୋଇଆସୁଛନ୍ତି । ଯେଉଁଥିରେ ସବୁ ମାଙ୍ଗଳିକ କାର୍ଯ୍ୟର ପ୍ରାରମ୍ଭ କରିବା ସମୟ ଉତ୍ସବରେ, ପର୍ବରେ, ଘର, ମନ୍ଦିର, ଦେବାଳୟ, ବୃକ୍ଷ, ରଥ, ବାହନ ଆଦିରେ ପତାକା ଲଗାଯାଇଥାଏ । ହିନ୍ଦୁ ଧର୍ମରେ ଘରର ଛାତ ଉପରେ ପତାକା ଲଗାଇଲେ ଶୁଭ ଓ ଲାଭଦାୟକ କୁହାଯାଏ । ଏହାକୁ … ଅଧିକ ପଢନ୍ତୁ

