Loading...

299 Big Street, Govindpur, India

Open daily 10:00 AM to 10:00 PM

Blog

Astrology:- ଜୁଲାଇ ମାସରେ ୪ଟି ଗ୍ରହଙ୍କର ରାଶି ପରିବର୍ତ୍ତନ ହେଉଥିବାରୁ ଏହି ୪ଟି ରାଶିର ବ୍ୟକ୍ତିମାନେ ହେବେ କୋଟିପତି

ଜ୍ୟୋତିଷ ଶାସ୍ତ୍ରାନୁସାରେ ଜୁଲାଇ ମାସରେ ୪ଟି ଗ୍ରହଙ୍କର ରାଶି ପରିବର୍ତ୍ତନ ହେଉଥିବାରୁ ଏହି ମାସଟି ବହୁତ ମହତ୍ଵପୂର୍ଣ୍ଣ ବୋଲି କହିଛନ୍ତି । ଏହି ମାସରେ ବୁଧଗ୍ରହ ରାଶି ପରିବର୍ତ୍ତନ କରିବେ । ଏହି ଜୁଲାଇ ମାସରେ ବୁଧଗ୍ରହ ଦୁଇଥର ରାଶି ପରିବର୍ତ୍ତନ କରିବେ । ବୁଧଗ୍ରହ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ପ୍ରବେଶ କରିବେ ଓ ପୁଣି ଜୁଲାଇ ୨୫ତାରିଖରେ କର୍କଟ ରାଶିରେ ପ୍ରବେଶ କରିବେ । କର୍କଟ ସଂକ୍ରାନ୍ତି … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁଲାଇ 12 ତାରିଖ ରୁ ଜୁଲାଇ 18 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କାର୍ଯ୍ୟରେ ସଫଳତା

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଦୂରଯାତ୍ରାରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ମାନସମ୍ମାନ ବୃଦ୍ଧିହେବ । ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ । ଘରୋଇ କର୍ମଚାରୀ ମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତିରେ ସଫଳତା ଲାଭ କରିବେ । ବ୍ୟବସାୟରେ ଉନ୍ନତି … ଅଧିକ ପଢନ୍ତୁ

ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଅଟନ୍ତି ଭାଗ୍ୟଶାଳୀ, ଭାଗ୍ୟରେ ଲେଖାଥାଏ ପ୍ରଚୁର ଧନ ସମ୍ପତ୍ତି

ସବୁ ଲୋକମାନଙ୍କର ସ୍ଵଭାବ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ । ସେହିପରି ସବୁ ଲୋକମାନଙ୍କର କିଛି ବିଶେଷତା ଥାଏ ଓ କିଛି ଦୁ-ର୍ବ-ଳ-ତା ମଧ୍ୟ ରହିଥାଏ । ଜ୍ୟୋତିଷ ଅନୁସାରେ ଏହି ସବୁ ସ-ମ୍ବ-ନ୍ଧ ବ୍ୟକ୍ତିର ଜନ୍ମ ସମୟ ଓ ତାରିଖ ସହିତ ଥାଏ । ଅଙ୍କ ଶାସ୍ତ୍ରରେ ଜନ୍ମ ତିଥି ଅନୁସାରେ ୧ ଠାରୁ ୯ ପର୍ଯ୍ୟନ୍ତ ଅଙ୍କ ନିର୍ଦ୍ଧାରିତ କରାଯାଇଛି । ଏହାକୁ ମୁ-ଳା-ଙ୍କ କୁହାଯାଏ । … ଅଧିକ ପଢନ୍ତୁ

ଏହି ସବୁ ସ୍ଵପ୍ନ ଦେଖୁଥିଲେ ସାବଧାନ, ଜାଣନ୍ତୁ କଣ ଦିଏ ସଂକେତ- Swapna Shastra

ଯେବେ ଆମେ ଶୋଇଥିବା ସମୟରେ ସ୍ଵପ୍ନ ଦେଖିଥାଉ ସେହି ସ୍ଵପ୍ନରେ ନିଜକୁ ଏକ ଅଲଗା ସ୍ଥାନରେ ଦେଖିବାକୁ ପାଉ । ସେହି ସମୟରେ ଲାଗେ ଯେପରି ବାସ୍ତବ ଜୀବନରେ ସବୁକିଛି ଘଟୁଛି, କିନ୍ତୁ ଯେବେ ଆମେ ଆଖି ଖୋଲିଥାଉ ତାହା କିଛି ନଥାଏ, ତେଣୁ ଆମେ ସ୍ଵପ୍ନ ଜଗତରୁ ବାହାରି ଆସିଥାଉ ଓ କେବଳ ରହିଥାଏ ଜିଜ୍ଞାସା । ସ୍ଵପ୍ନଶାସ୍ତ୍ରରେ ଏହି ଜିଜ୍ଞାସାକୁ ଶାନ୍ତ କରିବା ପାଇଁ ସ୍ଵପ୍ନର ଅର୍ଥ … ଅଧିକ ପଢନ୍ତୁ

ଘରେ ଏହି 1 ଜିନିଷ ରଖିଲେ ଦୂର ହେବ ସବୁ ଚିନ୍ତା, ଚମକି ଉଠିବ ଆପଣଙ୍କ ଭାଗ୍ୟ- Vastu Tips

ପ୍ରତ୍ୟେକ ଲୋକମାନେ ଚହାଁନ୍ତି ଯେ ତାଙ୍କ ଜୀବନରେ କଦାପି ଧନର ଅଭାବ ନ ହେଉ ଓ ପାରିବାରିକ ଜୀବନ ମଧ୍ୟ ସୁଖରେ ପରିପୂର୍ଣ୍ଣ ରହୁ । ଯେଉଁ ବ୍ୟକ୍ତିର ଜୀବନରେ ପାରିବାରିକ ସୁଖ ଓ ଆର୍ଥିକ ଅଭାବର କୌଣସି ଅସୁବିଧା ନ ଥାଏ ସେହି ବ୍ୟକ୍ତି ଭାଗ୍ୟବାନ ହୋଇଥାନ୍ତି । କିନ୍ତୁ ଯଦି ଜୀବନ ଅଛି ତେବେ ସମସ୍ୟା ମଧ୍ୟ ରହିବ ଓ ଏହି ସମସ୍ୟାର ସମାଧାନ ପାଇଁ ଉପାୟ … ଅଧିକ ପଢନ୍ତୁ

ସ୍ଵାମୀ-ସ୍ତ୍ରୀ ମଧ୍ୟରେ ପ୍ରତ୍ୟକ କଥାରେ ଝଗଡା ହେଉଥିବାର ଏହା ହୋଇପାରେ କାରଣ, ଶୋଇବା ଘରୁ ତୁରନ୍ତ ହଟାନ୍ତୁ ଏହି ଜିନିଷ

ବିବାହ ଏମିତି ଏକ ବନ୍ଧନ ଯାହା ପରେ ଦୁଇଜଣଙ୍କ ଜୀବନ ପରସ୍ପର ସହିତ ଜଡିତ ହୁଅନ୍ତି । ପତି ପତ୍ନୀଙ୍କ ସ-ମ୍ପ-ର୍କ ହେଉଛି ପ୍ରେମ ଓ ଯୁକ୍ତି ତର୍କ ଲାଗିବାର ସ-ମ୍ପ-ର୍କ ହୋଇଥାଏ । ପତି ପତ୍ନୀଙ୍କ ସ-ମ୍ପ-ର୍କ ଯେତିକି ମଜବୁତ ସେତିକି ଦୁର୍ବଳ ମଧ୍ୟ ହୋଇଥାଏ । କୁହାଯାଏ କି ପତି ପତ୍ନୀଙ୍କର ଝ-ଗ-ଡା ହେବା ଦ୍ଵାରା ପ୍ରେମ ସ-ମ୍ପ-ର୍କ ବୃଦ୍ଧି ପାଏ ଓ ସ-ମ୍ପ-ର୍କ ମଜବୁତ ହୋଇଥାଏ, … ଅଧିକ ପଢନ୍ତୁ

ଯଦି ହେବାକୁ ଚାହୁଁଛନ୍ତି ଧନବାନ ତ ଆଜି ହିଁ ଘରେ ଆଣି ରକହନ୍ତୁ ଏହି ଜିନିଷ- Vastu Tips

ସବୁ ଲୋକମାନେ ଇଛା କରନ୍ତି ଯେ ଘରେ ସବୁବେଳେ ଧନ ଧାନ୍ୟ ପରିପୂର୍ଣ୍ଣ ରହୁ । କାରଣ ସମସ୍ତେ ଆରାମରେ ଦିନ ବିତେଇବାକୁ ଇଛା କରନ୍ତି । ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଭଲରେ ଜୀବନ ବିତେଇବା ଓ ଛୋଟ ବଡ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ଅର୍ଥର ଆବଶ୍ୟକ ହୋଇଥାଏ । ଲୋକମାନେ ଧନ ପ୍ରାପ୍ତି ହେବା ପାଇଁ ସବୁବେଳେ ପରିଶ୍ରମ କରୁଛନ୍ତି, କିନ୍ତୁ ଅନେକଥର ଯେତେ ପରିଶ୍ରମ … ଅଧିକ ପଢନ୍ତୁ

ଯଦି ଆପଣଙ୍କ ଭିତରେ ବି ଅଛି ଏହି ଗୁଣ, ସାରା ଦୁନିଆ ଚୁମିବ ଆପଣଙ୍କ ପାଦ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ଶ୍ରେଷ୍ଠ ବିଦ୍ଵାନ, ବୁଦ୍ଧିମାନ ଓ ଯୋଗ୍ୟ ଶିକ୍ଷକ ଥିଲେ । ସେ ରାଜନୀତି, କୂଟନୀତିରେ କୌଶଳ ପ୍ରୟୋଗ କରିବା ସହିତ ମହାନ ଅର୍ଥଶାସ୍ତ୍ରଜ୍ଞ ମଧ୍ୟ ଥିଲେ । ସେ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିବା ହେତୁ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ । ଚାଣକ୍ୟ ନିଜର ଅଧ୍ୟୟନ, ଜ୍ଞାନ ଓ ଜୀବନରୁ ପ୍ରାପ୍ତ ଅନୁଭବକୁ ଗ୍ରନ୍ଥରେ ଲେଖିଛନ୍ତି । ସେ … ଅଧିକ ପଢନ୍ତୁ

ମିଥୁନ ରାଶିରୁ କର୍କଟ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ପଡିବ 12 ଟି ରାଶି ଉପରେ ପ୍ରଭାବ ଦେଖନ୍ତୁ

ତା ୧୬ / ୭ / ୨୦୨୧ ମସିହା ଶୁକ୍ରବାର ଦିନ ମିଥୁନ ରାଶିରୁ କ-ର୍କ-ଟ-ରାଶିକୁ ରବି ସଂ-କ୍ର-ମ-ଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମ-ହା-ଗ୍ର-ହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମ କୁ-ଣ୍ଡ-ଳୀ-ରେ ଅନ୍ୟ ଗ୍ରହ … ଅଧିକ ପଢନ୍ତୁ

ଶନି–ମିଥୁନ ଓ ତୁଳା ରାଶିର ବ୍ୟକ୍ତିମାନଙ୍କୁ ଶନିଙ୍କ ସାଢେଷାତିରୁ ମିଳିବ ମୁକ୍ତି, ବଦଳିଯିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ ମାରକ ଗ୍ରହ ବୋଲି କୁହାଯାଏ । ସେ ଜାତକ ବ୍ୟକ୍ତିର କର୍ମର ଆଧାରରେ ଫଳ ପ୍ରଦାନ କରନ୍ତି । ଅର୍ଥ ଯିଏ ଭଲ କର୍ମ କରିବ ତାଙ୍କୁ ଶୁଭ ଫଳ ଓ ଯିଏ ମନ୍ଦ କର୍ମ କରିବ ତାଙ୍କୁ ଅଶୁଭ ଫଳ ପ୍ରଦାନ କରନ୍ତି । ସେଥିପାଇଁ ଶନିଦେବଙ୍କୁ ନ୍ୟାୟର ଦେବତା ଓ ଦଣ୍ଡାଧିକାରୀ କୁହାଯାଏ । ଶନି ଗ୍ରହ ଅନ୍ୟ ଗ୍ରହମାନଙ୍କ ଅପେକ୍ଷା … ଅଧିକ ପଢନ୍ତୁ

ଶନି ସାଢେଷାତି: ଜାଣନ୍ତୁ କେବେ ଓ କେମିତି ଆରମ୍ଭ ହୋଇଥାଏ ଶନି ସାଢେଷାତି ଏହି ରାଶିଙ୍କ ଉପରେ ପଡେ ପପ୍ରଭାବ

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହଙ୍କର ବିଶେଷ ମହତ୍ଵ ରହିଛି । ଏହି ଗ୍ରହମାନଙ୍କ ମଧ୍ୟରୁ ଶନି ଗ୍ରହଙ୍କର ଅଧିକ ମହତ୍ଵ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ କୃର ଗ୍ରହ ଭାବରେ ବିବେଚନା କରାଯାଇଛି । କିନ୍ତୁ ଶନି ଗ୍ରହ ବ୍ୟକ୍ତିର କାର୍ଯ୍ୟ ଉପରେ ନିର୍ଭର କରି ଶୁଭ ବା ଅଶୁଭ ଫଳାଫଳ ଦେଇଥାନ୍ତି । ଯଦି ଜାତକ କୁଣ୍ଡଳୀରେ ଶନି ଗ୍ରହ ଶକ୍ତିଶାଳୀ ହୋଇଥିବେ ତେବେ … ଅଧିକ ପଢନ୍ତୁ

ସୂର୍ଯ୍ୟ ଗ୍ରହଙ୍କ ଗୋଚର:- ସୂର୍ଯ୍ୟ କର୍କଟ ରାଶିରେ ଗୋଚର ହେବା ଫଳରେ 3ହି 5ଟି ରାଶି ଜୀବନରେ ହେବ ବଡ ପରିବର୍ତ୍ତନ

କର୍କଟ ସଂକ୍ରାନ୍ତି ୨୦୨୧ ମସିହା ଜୁଲାଇ ମାସ ୧୬ ତାରିଖରେ ହୋଇଛି । ସୂର୍ଯ୍ୟ ବା ରବି ଗ୍ରହ କର୍କଟ ରାଶିରେ ପ୍ରବେଶକୁ କର୍କଟ ସଂକ୍ରାନ୍ତି କୁହାଯାଏ । ଧାର୍ମିକ ଓ ଜ୍ୟୋତିଷଙ୍କ ମତରେ ଏହି ସଂକ୍ରାନ୍ତିକୁ ବହୁତ ସ୍ଵତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ଦିନ ସୂର୍ଯ୍ୟ ବା ରବି ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ବା ରବି ଗ୍ରହ କର୍କଟ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁଲାଇ 19 ତାରିଖ ରୁ ଜୁଲାଇ 25 ତାରିଖ, ଏହି ସପ୍ତାହଟି ଏହି 2 ରାଶି ବ୍ୟକ୍ତିଙ୍କୁ ମିଳିବ ବଡ ଖୁସି ଖବର

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ … ଅଧିକ ପଢନ୍ତୁ

ଏହି 4ଟି ରାଶିର ବ୍ୟକ୍ତି ହୋଇଥାନ୍ତି ଆଦର୍ଶ ପିତା, ଛୁଆଙ୍କ ପାଇଁ ବନନ୍ତି ଉଦାହରଣ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଙ୍କୁ ମାତା ଓ ସୂର୍ଯ୍ୟଙ୍କୁ ବାପାଙ୍କ କାରକ ଭାବରେ ବିଚାର କରାଯାଏ । ଜାତକ କୁଣ୍ଡଳୀର ଦଶମ ଭାବକୁ ଜାତକର ପିତା ବା ବାପାଙ୍କର ବିଚାର କରାଯାଏ । ସବୁ ବ୍ୟକ୍ତିର ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପିଲାଦିନରେ ବାପା ପିଲାମାନଙ୍କ ପାଇଁ ହିରୋ ହୋଇଥାନ୍ତି । ଜ୍ୟୋତିଷ ବିଜ୍ଞାନ ଅନୁସାରେ କିଛି ବିଶେଷ ରାଶିର ଜାତକ ଭଲ ବାପା ହୋଇଥାନ୍ତି … ଅଧିକ ପଢନ୍ତୁ

ବୈବାହିକ ଜୀବନରେ ଏହି ରାଶିର ଝିଅମାନେ ହୋଇଥାନ୍ତି ବହୁତ ଖାସ

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ପୁଅ ଝିଅଙ୍କର ଜାତକ ମେଳକ କରାଯାଇଥାଏ । ଯେବେ ବିବାହ ଯୋଗ ଆସିଥାଏ ସେବେ ବିବାହ ସ୍ଥିର କରାଯାଇ ଦିନ ତାରିଖ ଠିକ୍ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକ ରାଶିମାନଙ୍କର ଦାମ୍ପତ୍ୟ ଜୀବନରେ ବହୁତ ଗୁରୁତ୍ଵ ରହିଛି । ଯଦି ସଠିକ ନକ୍ଷତ୍ର ବା ରାଶିର ଝିଅକୁ ପୁଅ ମିଳିଥାଏ ତେବେ ତାଙ୍କ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଏ । ଭବିଷ୍ୟତରେ … ଅଧିକ ପଢନ୍ତୁ

Item added to cart.
0 items - 0.00