Loading...

299 Big Street, Govindpur, India

Open daily 10:00 AM to 10:00 PM

Blog

Monthly Horoscope- କେମିତି କଟିବ 2021 ମସିହା August ମାସଟି କୁମ୍ଭ ଓ ମୀନ ରାଶି ବ୍ୟକ୍ତିଙ୍କର

କୁମ୍ଭରାଶି- ଅଗଷ୍ଟ ମାସରେ କୁମ୍ଭରାଶି ଜାତ ମହିଳା ଓ ପୁରୁଷ ମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକଯୁବତୀ ମାନେ ଉତ୍ସାହ ବର୍ଦ୍ଧକ ସମାଚାର ପାଇବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ସ୍ୱାସ୍ଥ୍ୟଗତ … ଅଧିକ ପଢନ୍ତୁ

ଶ୍ରାବଣ ମାସରେ ବିବାହିତ ମହିଳାମାନେ କାହିଁକି ଧୁଅନ୍ତି ନାହିଁ ବାଳ, ଲାଗିଥାଏ ପାପ… ନିଶ୍ଚୟ ଜାଣନ୍ତୁ

ଶ୍ରାବଣ ମାସ ପବିତ୍ର ମାସ ଅଟେ । ଶ୍ରାବଣ ମାସରେ ବିବାହିତା ମହିଳାମାନେ ଏହି ଦିନ ବାରରେ କେଶ ଧୁଅନ୍ତୁ ନାହିଁ । ଏହି ଦିନ ବାରରେ କେଶ ଧୋଇଲେ ପରିବାର ସମସ୍ୟା ଦେଖାଦିଏ, ଆର୍ଥିକ ଅଭାବ ଲାଗିରୁହେ, ପିଲାମାନଙ୍କର କ୍ଷତି ହୋଇଥାଏ ଓ ସ୍ଵାମୀଙ୍କର ମଧ୍ୟ କ୍ଷତି ହୋଇଥାଏ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ପରମ୍ପରାକୁ ବିଶେଷ ମହତ୍ଵ ଦିଆଯାଏ । ଷୋଡଶ ସଂସ୍କାର ମଧ୍ୟରେ ଚୂଡା … ଅଧିକ ପଢନ୍ତୁ

Vastu Tips:- ଯଦି ନୂଆ ଘର ତିଆରି କରୁଛନ୍ତି ତେବେ ଏହି ବିଶେଷ କଥା ପ୍ରତି ଦିଅନ୍ତୁ ଧ୍ୟାନ, ହେବେ ଧନବାନ

ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରକାର ଉପାୟ ଲେଖାଯାଇଛି । ଯଦି ସେହି ଉପାୟକୁ ଧ୍ୟାନରେ ରଖି ନୂଆ ଘର ତିଆରି କରିବେ ତେବେ ଘରର ସଦସ୍ୟଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀ ଦେବୀଙ୍କ କୃପା ମିଳିବ । ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରର ବିଶେଷ କଥା ଯାହାକି ଘର ତିଆରି କରିବା ବେଳେ ଧ୍ୟାନ ରଖିବା ଉଚିତ୍ । ବାସ୍ତୁ ଶାସ୍ତ୍ରରେ ଦିଗ ପ୍ରତି ବିଶେଷ ମହତ୍ଵ ଦିଆଯାଇଛି । … ଅଧିକ ପଢନ୍ତୁ

ଭଗବାନ ଶିବ କାହାକୁ ପ୍ରଥମେ ନିଜର ଜ୍ଞାନ ପ୍ରଦାନ କରିଥିଲେ ?

କୁହାଯାଏ କି ଭଗବାନ ଶିବ ସର୍ବ ପ୍ରଥମେ ଜ୍ଞାନର ଭାବନାକୁ ବୁଝିପାରିଥିଲେ ବା ତାଙ୍କୁ ପ୍ରଥମେ ଆତ୍ମଜ୍ଞାନ ମିଳିଥିଲା । ସେଥିପାଇଁ ତାଙ୍କୁ ଆଦିଗୁରୁ, ଆଦିଦେବ ଓ ଆଦି ପୁରୁଷ କୁହାଯାଏ । ଏହି ଜ୍ଞାନ ପାଇବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ ଆନନ୍ଦରେ ରହିଲେ ଓ ଏହି ଜ୍ଞାନ ଅନ୍ୟକୁ ପ୍ରଦାନ କରିଲେ । ଆସନ୍ତୁ ଜାଣିବା ପ୍ରଥମେ କାହାକୁ ଜ୍ଞାନ ଦେଇଥିଲେ । ଭଗବାନ ଶିବ … ଅଧିକ ପଢନ୍ତୁ

Astro Tips:- କଠିନ ପରିଶ୍ରମ କରିବା ପରେ ମଧ୍ୟ ଭଲ ଫଳ ମିଳୁ ନାହିଁ, ତେବେ ଏହି ପ୍ରତିକାର କରନ୍ତୁ ଖୋଲିଯିବ ଆପଣଙ୍କ ଭାଗ୍ୟ

ଅନେକ ସମୟରେ ଦେଖାଯାଏ ଯେ କେତେକ ଲୋକମାନେ ବହୁତ ପରିଶ୍ରମ କରିଥାନ୍ତି । ଏହାପରେ ମଧ୍ୟ ସେମାନେ ସଫଳତା ପାଆନ୍ତି ନାହିଁ । ଏହି ସମୟରେ କରିଥିବା କାର୍ଯ୍ୟ ମଧ୍ୟ ଖରାପ ହୋଇଯାଏ । ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ଯେ କୌଣସି କାର୍ଯ୍ୟରେ ଭାଗ୍ୟ ମଧ୍ୟ ସପକ୍ଷ ଦିଏ ନାହିଁ । ବ୍ୟବସାୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସେହିପରି ପରିଣାମ … ଅଧିକ ପଢନ୍ତୁ

Mars Transit: ମଙ୍ଗଳ ଚଳିଲେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶିକୁ, ଏହି 3ଟି ରଶିଙ୍କ ପାଇଁ ବନୁଛି ଭୟଙ୍କର ରାଜଯୋଗ

ଉଦ୍ୟମ, ସାହସୀ, ପରାକ୍ରମୀ ଓ ଭୂମି ପୁତ୍ର ମଙ୍ଗଳ ଗ୍ରହ ନୀଚ କର୍କଟ ରୁ ପରିବର୍ତ୍ତନ କରି ୨୦୨୧ମସିହା ଜୁଲାଇ ୨୦ତାରିଖରେ ମଘା ନକ୍ଷତ୍ର ସିଂହ ରାଶିରେ ପ୍ରବେଶ କରିଛନ୍ତି । ଅଗଷ୍ଟ ୧୦ ତାରିଖ ମଙ୍ଗଳବାର ପୂର୍ବା ଫାଲଗୁନି ସିଂହ ରେ ପ୍ରବେଶ କରିବେ । ସିଂହରାଶିରେ ସେପ୍ଟମ୍ବର ୫ତାରିଖ ପର୍ଯ୍ୟନ୍ତ ରହିବେ । ଏହାପରେ କନ୍ୟାରାଶିରେ ପ୍ରବେଶ କରିବେ । ସିଂହରାଶିରେ ଗୋଚର କରିବା ବେଳେ ମଙ୍ଗଳ … ଅଧିକ ପଢନ୍ତୁ

Hastrekha Shastra:- ହାତରେ ଥିବା ଏହି ଚିହ୍ନ କହିଥାଏ ଭବିଷ୍ୟତରେ କିଭଳି ହେବ ଆପଣଙ୍କ ଘର

ସବୁ ଲୋକମାନଙ୍କର ତିନୋଟି ଜିନିଷ ଆବଶ୍ୟକ ହୋଇଥାଏ । ତାହା ଖାଦ୍ୟ, ବସ୍ତ୍ର ଓ ଘର । ଏଥିରୁ ମନୁଷ୍ୟ ଖାଦ୍ୟ ଓ ବସ୍ତ୍ରକୁ ଅତି ସହଜରେ ପୂରଣ କରିଦିଏ, କିନ୍ତୁ ବର୍ତ୍ତମାନ ସମୟରେ ନିଜର ଘର ଗୋଟିଏ କରିବା ବହୁତ କଷ୍ଟ ଅଟେ । ସମସ୍ତେ ଇଛା କରନ୍ତି ଯେ ନିଜର ଏକ ଘର ଥାଉ, ଯାହା କି ସେ ନିଜ ପରିବାର ସହିତ ଆନନ୍ଦରେ ଜୀବନ ବିତାଇବ … ଅଧିକ ପଢନ୍ତୁ

ଅଗଷ୍ଟ 09 ତାରିଖ ରୁ ଅଗଷ୍ଟ 15 ତାରିଖ ସାପ୍ତାହିକ ରାଶିଫଳ, କେମିତି କଟିବ ଏହି ସପ୍ତାହ ଜାଣିବା ପାଇଁ ଦେଖନ୍ତୁ

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂଆ ଯୋଜନାରେ ସଫଳହେବେ । ଉଚିତ୍ ପରାମର୍ଶ ପାଇ ହରେଇ ଥିବା ଦ୍ରବ୍ୟ ଫେରି ପାଇବେ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ଦୂରଯାତ୍ରାର ସୁଯୋଗ ପାଇବେ । ଶାରିରୀକ ଅସୁସ୍ଥତା ଦୂରହେବା … ଅଧିକ ପଢନ୍ତୁ

ଶବଯାତ୍ରା ସମୟରେ ଏକ ମାଟି ହାଣ୍ଡିରେ ପାଣି ଭର୍ତ୍ତି କରି ନିଆଯାଏ କାହିଁକି ? Garuda Purana

ଜୀବନରେ ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଷୋହଳଟି ସଂସ୍କାର ବିଷୟରେ କୁହାଯାଏ । ସେଥିରୁ ଶେଷ ସଂସ୍କାର ହେଲା ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରକୁ ବିଶେଷ ମହତ୍ଵ ଦିଆଯାଏ । ଏହି ଅନ୍ତିମ ସଂସ୍କାରରେ ଅନେକ ବିଧି ରହିଛି । ଏହି ବିଧି ସନାତନ ଧର୍ମରେ ମଧ୍ୟ ଅଛି । ପ୍ରତ୍ୟେକ ବ୍ୟକ୍ତିର ଅନ୍ତିମ ସଂସ୍କାର କରିବା ବେଳେ ଏହି ବିଧିକୁ ପାଳନ କରିବା ଅନିବାର୍ଯ୍ୟ ଅଟେ … ଅଧିକ ପଢନ୍ତୁ

ଶ୍ରାବଣ ମାସର ଶେଷ ସୋମବାର, ଭୁଲରେ ବି ଖାଆନ୍ତୁ ନାହିଁ ଏହି 5ଟି ଜିନିଷ, ନଚେତ….

ଶ୍ରାବଣ ମାସର ସୋମବାର ବ୍ରତ ତୃତୀୟ ପ୍ରହାର ପର୍ଯ୍ୟନ୍ତ କରାଯାଏ । ଅର୍ଥାତ୍ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତ ପାଳନ କରାଯାଏ । ଯାହାକୁ ପ୍ରଦୋଷକାଳ କୁହାଯାଏ । ଶିବଙ୍କର ଜଳ ଅଭିଶେଷ କରିବା ସବୁଠାରୁ ଶ୍ରେଷ୍ଠ ଉତ୍ତମ ଫଳଦାୟୀ କୁହାଯାଏ । ଏହି ସୋମବାର ବ୍ରତ ଦିନ ସକାଳୁ ଉଠି ଘରକୁ ସଫା ସୁତୁରା କରି ଗାଧୋଇବେ । ଏହାପରେ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ପୂଜା କରିବେ ବା … ଅଧିକ ପଢନ୍ତୁ

ରବି ଚଳିଲେ ସିଂହ ରାଶିକୁ, ଏହି 3ଟି ରାଶି ପାଇଁ ବନୁଛି ରାଜଯୋଗ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ତା ୧୭ / ୮ / ୨୦୨୧ ମସିହା ମଙ୍ଗଳବାର ଦିନ ସିଂହରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ … ଅଧିକ ପଢନ୍ତୁ

ଅଗଷ୍ଟ 16 ତାରିଖ ରୁ ଅଗଷ୍ଟ 22 ତାରିଖ ସାପ୍ତାହିକ ରାଶିଫଳ, ଏହି 1 ରାଶିର ପ୍ରେମ କ୍ଷେତ୍ରରେ ମିଳିବ ସଫଳତା

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି । ବ୍ୟବସାୟୀମାନେ ସାଧୁ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା … ଅଧିକ ପଢନ୍ତୁ

ବୃହସ୍ପତି ଧନିଷ୍ଠା ନକ୍ଷତ୍ର ମକର ରାଶିକୁ ବକ୍ର ଗୋଚର ଫଳରେ କଣ ପଡିବ ମେଷ, ବୃଷ, ମିଥୁନ ଓ କର୍କଟ ରାଶି ଉପରେ ପ୍ରଭାବ ଜାଣନ୍ତୁ

୨୦୨୧ ମସିହା ସେପ୍ଟେମ୍ବରମାସ ୧୪ ତାରିଖ ମଙ୍ଗଳବାର ଦିନ ଘ୨ଟା ୨୧ମିନିଟ୍ ରେ ବୃହସ୍ପତି ଧନିଷ୍ଠାନକ୍ଷତ୍ର ମକରରାଶିକୁ ବକ୍ର ଗୋଚର ହୋଇ ଗମନ କରିବେ । ମକରରାଶିରେ ନଭେମ୍ବରମାସ ୨୦ତାରିଖ ପର୍ଯ୍ୟନ୍ତ ରହିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ । ସେଥିପାଇଁ ଜନ୍ମ … ଅଧିକ ପଢନ୍ତୁ

ଅଗଷ୍ଟ 23 ତାରିଖ ରୁ ଅଗଷ୍ଟ 29 ତାରିଖ ସାପ୍ତାହିକ ରାଶିଫଳ, ଏହି 3 ରାଶି ଏ ସପ୍ତାହରେ ପାଇବେ ଆକସ୍ମିକ ଧନ

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ ଥିବାରୁ ଉଚ୍ଚଶିକ୍ଷାର ସୁବିଧା ସୁଯୋଗ ପାଇବେ । ପ୍ରତିଯୋଗିତା ପରୀକ୍ଷାରେ ପ୍ରଶାସନ ସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅତ୍ୟନ୍ତ ଶୁଭସମୟ । ବ୍ୟବସାୟ କ୍ଷେତ୍ରରେ ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ … ଅଧିକ ପଢନ୍ତୁ

ବୃହସ୍ପତି ଧନିଷ୍ଠା ନକ୍ଷତ୍ର ମକର ରାଶିକୁ ବକ୍ର ଗୋଚର ଫଳରେ କଣ ପଡିବ (ସିଂହ, କନ୍ୟା, ତୁଳା ଓ ବିଛା) ରାଶି ଉପରେ ପ୍ରଭାବ ଜାଣନ୍ତୁ

ସିଂହ:- ସିଂହରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଷଷ୍ଠ ସ୍ଥାନରେ ପ୍ରବେଶ କରି କର୍ମସ୍ଥାନ, ବ୍ୟୟସ୍ଥାନ ଏବଂ ଧନ ବା କୁଟୁମ୍ବ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି । ଯାହା ଫଳରେ ଆପଣଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ମାନସିକ ଶାନ୍ତି ଓ ଉଚ୍ଚ ଆଶା ଅକାଂକ୍ଷା ପୂରଣ ହେବ । ପରିବାରରୁ ସାହାଯ୍ୟ ସହଯୋଗ ଏବଂ ସ୍ନେହ ପ୍ରାପ୍ତି ହେବ । ଗୃହରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ … ଅଧିକ ପଢନ୍ତୁ

Item added to cart.
0 items - 0.00