ସେପ୍ଟେମ୍ବର ମାସ ୧୪ ତାରିଖ ଦିନ ବୃହସ୍ପତି ମକର ରାଶିକୁ ବକ୍ର ଗୋଚର ଫଳରେ କଣ ରହିବ (ଧନୁ , ମକର, କୁମ୍ଭ ଓ ମୀନ) ରାଶି ଉପରେ ଏହାର ପ୍ରଭାବ
ଧନୁ:-ଧନୁରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦ୍ୱିତୀୟ ସ୍ଥାନରେ ବା ଧନ ଓ କୁଟୁମ୍ବଭାବରେ ସ୍ଥିତ ହେବେ । ଅଷ୍ଟମ ସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ । ଯାହାଫଳରେ ନୂତନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିପାରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । ମିଷ୍ଠାନ୍ନ ଭୋଜନ … ଅଧିକ ପଢନ୍ତୁ

